ଆସନ୍ତାକାଲି ଓଡ଼ିଶାର ୧୫ ପୋଲିସଙ୍କୁ ମିଳିବ ସେବା ପଦକ

0

ଭୁବନେଶ୍ୱର (ଆମ ଟିଭି): ସୋମବାର ଦେଶ ପାଳିବ ୭୬ତମ ସ୍ୱାଧୀନତା ଦିବସ । ଏହି ଦିବସ ଉପଲକ୍ଷେ ଓଡିଶାର ୧୫ ଜଣ ପୋଲିସଙ୍କୁ ମିଳିବ ମେଡାଲ । ଗୃହମନ୍ତ୍ରାଳୟ ପକ୍ଷରୁ ପୋଲିସ ସେବା ମେଡାଲ ଘୋଷଣା କରାଯାଇଛି । ଏଥିମଧ୍ୟରୁ ୨ଜଣଙ୍କୁ ସାହସିକତା ସେବା ପଦକ, ୨ ଜଣଙ୍କୁ ଉଲ୍ଳେ୍ଖନିୟ ସେବା ପଦକ ଆଉ ୧୧ଜଣଙ୍କୁ ଉକ୍ରୃଷ୍ଟ ପୋଲିସ ସେବା ପଦକ ମିଳିବ ।

ଓଡିଶାର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସରୋଜ ମହାପାତ୍ରଙ୍କୁ ଉଲ୍ଳେଖନୀୟ ସେବା ପଦକ ଦିଆଯିବ । ଏହାସହିତ କୁମାର କର୍ମୀ ଆଉ ପୀତବାସ ପାଣ୍ଡେଙ୍କୁ ସାହସିକତା ପଦକ ମିଳିବ । ଆସନ୍ତା କାଲି ସ୍ୱାଧୀନତା ଦିବସ ଅବସରରେ ଏହି ମେଡାଲ ପ୍ରଦାନ କରାଯିବ ।

 

Leave A Reply

Your email address will not be published.