୨ ହଜାର ୫ କୋଟି ୮୯ ଲକ୍ଷର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୨ ହଜାର ୫ କୋଟି ୮୯ ଲକ୍ଷର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ଏହି ମଞ୍ଜୁରୀ ପ୍ରଦାନ କରିଛି । ଫଳରେ ରାଜ୍ୟରେ ୧୦ ପ୍ରକଳ୍ପକୁ ଗ୍ରୀନ୍ ସିଗ୍ନାଲ୍ ମିଳିଛି ।

ମେଟାଲ୍, ଫାର୍ମା, ପର୍ୟ୍ୟଟନ ଓ କେମିକାଲ୍ କ୍ଷେତ୍ର ପାଇଁ ଏହି ପ୍ରକଳ୍ପ ହେବ । ଫଳରେ ରାଜ୍ୟରେ ୩,୫୪୫ ନୂଆ ନିଯୁକ୍ତି ସୃଷ୍ଟି ହେବ । ବେକାରୀ ସମସ୍ୟା କିଛି ମାତ୍ରାରେ ଏହା ପୂରଣ କରିପାରିବ ବୋଲି କୁହାଯାଉଛି ।

Leave A Reply

Your email address will not be published.