ପିଏମ୍ କିଷାନ୍ ଯୋଜନାରେ ଚାଷୀଙ୍କ ଖାତାକୁ ଆସିଲା ୨୧ତମ କିସ୍ତି ଟଙ୍କା

0

ଚାଷୀଙ୍କ ଖାତାକୁ ଆସିଲା ପିଏମ୍ କିଷାନ ଟଙ୍କା। ଚାଷୀଙ୍କ ଆକାଉଣ୍ଟକୁ ଆସିଲା ୨ହଜାର ଟଙ୍କା। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୧ତମ କିସ୍ତି ପ୍ରଦାନ କରାଯାଇଛି। ୯ କୋଟି କୃଷକଙ୍କ ପାଖକୁ ଗଲା ୧୮ହଜାର କୋଟି ଟଙ୍କା। ତାମିଲନାଡୁର କୋଇମ୍ବାଟୋରରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଓଡିଶାର ୩୪ ଲକ୍ଷ ୧୨ ହଜାର କୃଷକ ସାମିଲ ଅଛନ୍ତି ।

Leave A Reply

Your email address will not be published.