୫ ପୋଲିସ ବାବୁ ସସ୍‌ପେଣ୍ଡ୍‌

5 policemen suspended

0

ବାଲେଶ୍ୱରରେ ୫ ଜଣ ପୋଲିସ ବାବୁଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ଜଣେ ହାବିଲଦାରଙ୍କ ସହିତ ୪ କନଷ୍ଟେବଳ ସସ୍‌ପେଣ୍ଡ୍‌ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ବାଲେଶ୍ୱର ଏସ୍‌ପି ଏମାନଙ୍କୁ ସସ୍‌ପେଣ୍ଡ୍‌ କରିଛନ୍ତି। କାର୍ଯ୍ୟ ସମ୍ପାଦନରେ ଅବହେଳା ଅଭିଯୋଗ ଆସିବା ପରେ ଏସ୍‌ପି ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.