ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱର ହୋଟେଲ ଖ୍ରୀଷ୍ଟlଲ କ୍ରାଉନ ଠାରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘର ୫୨ ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଟିତ ହୋଇଯାଇଛି l

ସଭାପତି ପି ସତ୍ୟ ନାରାୟଣଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ AIOCD ସର୍ବଭାରତୀୟ ସଭlପତି ଜଗନ୍ନାଥ ସିନ୍ଧେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ AIOCD ସର୍ବଭାରତୀୟ ସଧାରଣ ସମ୍ପାଦକ ରାଜୀବ ସିଂଘଲ, ଉପସଭାପତି AIOCD ପ୍ରସନ କୁମାର ସିଂ, ସହ ସମ୍ପାଦକ AIOCD ବ୍ୟଦ୍ୟାନlଥ ଜlଗୁଷ୍ଟେ, ସହ ସମ୍ପାଦକ AIOCD ଭି ଜଗନ୍ନାଥ ରାଓ ପ୍ରମୁଖ ଯୋଗ ଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ UCDA ସଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସମେତ UCDA ର ସମସ୍ତ କର୍ମକର୍ତା ମଞ୍ଚାସିନ ଥିଲେ l ଏଥିରେ ସାରା ଓଡ଼ିଶାରୁ ପ୍ରାୟ ୧୦୦୦ ଔଷଧ ବ୍ୟବସିୟୀ ଯୋଗ ଦେଇଥିଲେ l ଏହି ସଭାରେ ଔଷଧ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ନେଇ ଆଲୋଚୋନ କରାଯାଇଥିଲା l ଖୋର୍ଦ୍ଧା ଜିଲ୍ଲା ସଭାପତି ଗିରିଜା ରଥ ଓ ସଂପାଦକ ପ୍ରଶାନ୍ତ କୁମାର ଜେନଙ୍କ ସମେତ ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହୋଜୋଗ କରିଥଲେ l