୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ: ଜାଣନ୍ତୁ କାହିଁକି

0

୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରିଛି ଉଚ୍ଚଶିକ୍ଷା ବିଭାଗ। ତାଗିଦ ସତ୍ତ୍ବେ କଲେଜ ଆକାଉଣ୍ଟ ଅପଡେଟ କରି ନ ଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଚଳିତ ମାସଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ଦରମା ବନ୍ଦ ରହିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଦରମା ବନ୍ଦ ହୋଇଥିବା କଲେଜ ଅଧ୍ୟକ୍ଷମାନେ କାପା ପୋର୍ଟାଲରେ କଲେଜ ଆକାଉଣ୍ଟ ଅପଡେଟ କରିନାହାନ୍ତି। ଯାଜପୁର ଜିଲାର ସର୍ବାଧିକ ୧୧ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ ରହିଛି।

Leave A Reply

Your email address will not be published.