ମନ୍ଦିରରେ ଦଳାଚକଟାରେ ୭ ଜଣଙ୍କ ମୃତ୍ୟୁ, ୩୫ରୁ ଅଧିକ ଆହତ

0

ଆଜି ଶ୍ରାବଣ ସୋମବାରରେ ଅଘଟଣ । ବିହାର ଜହନାବାଦ ମଖଦୁମପୁରରେ ଥିବା ସିଧେଶ୍ୱର ମନ୍ଦିରରେ ପ୍ରବଳ ଭିଡ ଯୋଗୁଁ ଦଳାଚକଟା ଘଟି ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୩୫ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା ।

Leave A Reply

Your email address will not be published.