ମାଉସୀମା ଫ୍ରେଣ୍ଡସ କ୍ଲବରେ ୭୮ ତମ ସ୍ବାଧିନତା ଦିବସ ପାଳିତ*

0

ଭୁବନେଶ୍ବର (ଆମ ଟିଭି); ଭୁବନେଶ୍ବର ମାଉସୀମା ଛକ ଫ୍ରେଣ୍ଡସ୍ କ୍ଲବ ଆନୁକୁଲ୍ୟରେ ୭୮ତମ ସ୍ବାଧୀନତା ଦିବସ‌ ପାଳନ ଅବସରରେ ମୁଖ୍ୟଅତିଥିଭାବେ ଯୋଗ ଦେଲେ ପ୍ରଯୋଜକ ଓ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ।

ଏକ ନିଆରା ପରମ୍ପରା ରେ ଭୁବନେଶ୍ୱର ମହାନଗର ନିଗମର ସଫେଇ କର୍ମଚାରୀମାନେ ପ୍ରଥମେ ପତାକା ଉତ୍ତୋଳନ କରିଥିଲେ। ଫ୍ରେଣ୍ଡସ କ୍ଲବର ଉତ୍ତମ ଆଚାର୍ଯ୍ୟ,ଦିପ୍ତୀ ରଞ୍ଜନ ସ୍ୱାଇଁ,ଆଲୋକ ପାତ୍ର,ଆଲୋକ‌ ନାଏକ, ଶଶିଭୂଷଣ ଦାଶ,ରାଜ୍ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.