ବାରବାଟି T-20 ମ୍ୟାଚ୍: ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଲା ଦକ୍ଷିଣ ଆଫ୍ରିକା

0

କଟକ(ଆମ ଟିଭି): ଆରମ୍ଭ ହୋଇ ଯାଇଛି ବାରବାଟି T-20 ଫାଇଟ୍ । ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଲା ଦକ୍ଷିଣ ଆଫ୍ରିକା। ତେବେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଭାରତୀୟ ଟିମ୍ ଖେଳିବାକୁ ଚୂଡ଼ାନ୍ତ ହୋଇଥିବା ଟିମ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି। ଦର୍ଶକଙ୍କ ଭିଡରେ ଭରି ରହିଛି ପୁରା ଷ୍ଟାଡିୟମ । କ୍ରିକେଟ ପ୍ରେମୀଙ୍କ ମନ ଭିତରେ ଭରିରହିଛି ଉତ୍ସାହ ଓ ଉତ୍କଣ୍ଠା । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଟି-ଟ୍ବେଣ୍ଟି ବ୍ୟାଟେଲ । ଗତକାଲି ଉଭୟ ଦଳର ଖେଳାଳି ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ନେଟ୍ ପ୍ରାକ୍ଟିସ୍ କରିଥିଲେ ।

Leave A Reply

Your email address will not be published.