ଅନନ୍ତନାଗରେ ଏନକାଉଣ୍ଟର: ଜଣେ ଯବାନ ସହିଦ୍

0

ନୂଆଦିଲ୍ଲୀ (ଆମ ଟିଭି): ଜମ୍ମୁ-କାଶ୍ମୀର ଅନନ୍ତନାଗ ଏନକାଉଣ୍ଟରରେ ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ଆସିଛି । ଏହି ଏନକାଉଣ୍ଟରରେ ଆଉ ଜଣେ ଯବାନ ସହିଦ । ଗତକାଲି ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଆହତ ହୋଇଥିବା ଯବାନ ସହିଦ ହୋଇଛନ୍ତି । ଏବେ ବି ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

ଡ୍ରୋନ୍ ସାହାଯ୍ୟରେ ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଉଛି । ବୁଧବାର ଅନନ୍ତନାଗ ଓ ରାଜୌରିରେ ଆତଙ୍କବାଦୀଙ୍କ ସହ ଆକ୍ରମଣ ବେଳେ ୪ ଜଣ ଯବାନ ସହିଦ ହୋଇଥିଲେ । ଏହା ପରେ ବି ଅନନ୍ତନାଗରେ ଗୁଳି ବିନିମୟ ହୋଇଥିଲା

Leave A Reply

Your email address will not be published.