ପୁଣି ରାଜଧାନୀରେ ଗର୍ଜିଲେ ଶିକ୍ଷକ

0

ଭୁବନେଶ୍ୱର(ଆମ ଟିଭି): ପୁଣି ରାଜଧାନୀରେ ଗର୍ଜିଲେ ଶିକ୍ଷକ । ଭୁବନେଶ୍ୱର ମାଷ୍ଟର କ୍ୟାଂଟିନରେ ଶକ୍ତି ପ୍ରଦର୍ଶନ କଲେ ଶିକ୍ଷକ ସଂଘ । ଓଡ଼ିଶା ସରକାରୀ ହାଇସ୍କୁଲର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ରାସ୍ତା ଅବରୋଧ କରିଛନ୍ତି । ଦୁଇ ଦଫା ଦାବି ନେଇ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଗର୍ଜନ କରିଛନ୍ତି ।

୬ ବର୍ଷ ଚୁକ୍ତି ଅବଧିକୁ ନିୟମିତ ଚାକିରିରେ ସାମିଲ କରି ଦରମା ବୃଦ୍ଧି କରିବା ଓ ପୁରୁଣା ପେନସନ୍ ଲାଗୁ କରିବା ଦାବିରେ ଓଡ଼ିଶା ସରକାରୀ ହାଇସ୍କୁଲର ଶତାଧିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Leave A Reply

Your email address will not be published.