ତନୟା ପଟ୍ଟନାୟକ ହେଲେ ସମ୍ବାଦର ସମ୍ପାଦକ

0

ଭୁବନେଶ୍ୱର (ଆମ ଟିଭି): ଗତ କିଛି ଦିନ ହେବ ସମ୍ବାଦ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜନୀତି ଜୋର ଧରିଛି । ଏହାରି ଭିତରେ ସମ୍ବାଦକୁ ନେଇ ଏକ ବଡ଼ ଖବର ଆସିଛି । ସମ୍ବାଦର ସମ୍ପାଦକ ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅବ୍ୟାହତି ଘୋଷଣା କରିଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁ ସମ୍ବାଦର ସମ୍ପାଦକ ସହ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ସୌମ୍ୟରଞ୍ଜନ ଅବ୍ୟାହତି ନେଇଛନ୍ତି ।

ସମ୍ବାଦ ଗ୍ରୁପର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ସମ୍ବାଦର ନୂଆ ସମ୍ପାଦକ ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.