ଇସ୍ରାଏଲ ଗସ୍ତରେ ଏଲନ ମସ୍କ

0

ନୂଆଦିଲ୍ଲୀ (ଆମ ଟିଭି): ଇସ୍ରାଏଲ ହମାସ ମଧ୍ୟରେ ଯୁଦ୍ଧ ଏବେ ବି ଲାଗି ରହିଛି । ଏହାରି ଭିତରେ ଏଲନ୍ ମସ୍କ ଗାଜା ଷ୍ଟ୍ରିପ୍ ନିକଟସ୍ଥ କିବୁଜ୍ ସହର ପରିଦର୍ଶନ କରିଥିଲେ । ଅକ୍ଟୋବର ୭ ରେ ହମାସ କିବୁଜ୍ ସହର ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ମସ୍କଙ୍କ ଗସ୍ତ ସମ୍ପର୍କରେ ନେତାନ୍ୟାହୁ କହିଛନ୍ତି ଯେ ସେ କିବୁଜ୍ ରେ ହମାସ ଆତଙ୍କବାଦୀମାନଙ୍କ ଦ୍ୱାରା ହୋଇଥିବା ନରସଂହାରର ଭୟାବହତା ଦେଖାଇଛନ୍ତି । ଏହି ସମୟ ମଧ୍ୟରେ ଆମେ କିବୁଜ୍ ରେ ପୀଡିତମାନଙ୍କ ଘର ମଧ୍ୟ ପରିଦର୍ଶନ କରିଥିଲୁ

 

Leave A Reply

Your email address will not be published.