ଲଗାତାର ୫ମ ଥର ପାଇଁ ରେପୋ ରେଟ୍‌‌ ଅପରିବର୍ତ୍ତିତ ରଖିଲା RBI

0

ନୂଆଦିଲ୍ଲୀ(ଆମ ଟିଭି): ଲଗାତାର ୫ମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌‌। ୬.୫%ରେ ରେପୋ ରେଟ ଅପରିବର୍ତ୍ତିତ ରହିଥିବା ନେଇ ଶୁକ୍ରବାର ଆଇବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।

ଭାରତୀୟ ରିଜର୍ଭ ବ୍ୟାଙ୍କର ‘ମନିଟାରୀ ପଲିସି କମିଟି’ ରେପୋ ରେଟ୍‌‌ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛି। ଆରବିଆଇ ଗଭର୍ଣ୍ଣରଙ୍କ ଅନୁଯାୟୀ, ଷ୍ଟାଣ୍ଡିଂ ଡିପୋଜିଟ ସୁବିଧା ହାର ୬.୨୫% ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ସୁବିଧା ହାର ଏବଂ ବ୍ୟାଙ୍କ ହାର ୬.୭୫% ରେ ରହିଛି।

Leave A Reply

Your email address will not be published.