ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ନୂଆଦିଲ୍ଲୀ (ଆମ ଟିଭି): ୨୦୨୪ ସାଧାରଣ ନିର୍ବାଚନ  ହାୱା ଏବେ ଠୁ ରାଜ୍ୟରେ ବୋହିଲାଣି। ଆଗାମି ନିର୍ବାଚନରେ ବିଜେଡି କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରିବାକୁ ନିଷ୍ପତି ନେବା ପରେ, ବିଜେପି ରଣନୀତି ବଦଳାଇଥିବା ଦେଖିବାକୁ ମିିଳିଛି । ଗୋଟିଏ ଦିନରେ ଓଡିଶା ଗସ୍ତରେ ଥିବା ୨ଜଣ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିବା ସହ ଟାର୍ଗେଟ କରିଛନ୍ତି ।

ଶୁକ୍ରବାର ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ, ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଅପପ୍ରଚାର କରୁଥିବା ଅଭିଯୋଗ ଆଣି ଜବାବ ଦେବାକୁ ନିର୍ଦ୍ଦେଶ ଦେବା ପରେ, ସମାନ ଢ଼ଂଗରେ ଆକ୍ରମଣ କରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । ଓଡିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଲଟା ପ୍ରଶ୍ନ କରିବା ସହ ବିଜେଡି ଶାସନର ୨୫ବର୍ଷର ବିଫଳତାକୁ ଗଣାଇଛନ୍ତି ।

Leave A Reply

Your email address will not be published.