ଦ୍ୱିତୀୟ ବିବାହ କରିବେ ଅନୁଭବ

0

ଭୁବନେଶ୍ୱର: ଦ୍ୱିତୀୟ ବିବାହ କରିବେ ଅନୁଭବ।  ବିବାହ ବିଚ୍ଛେଦକୁ ନେଇ ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । କନକ ନ୍ୟୁଜକୁ ଫୋନ ଯୋଗେ ପ୍ରତିକ୍ରିୟା ଦେଇଛନ୍ତି, ସେ ଯାହା ଚାହୁଁଥିଲେ ତାହା ହୋଇଛି ।

ହାଇକୋର୍ଟରୁ ତାଙ୍କୁ ନ୍ୟାୟ ମିଳିଥିବା କହିଛନ୍ତି । କୋର୍ଟଙ୍କ ରାୟ ପରେ ବିବାହ ବିଚ୍ଛେଦର ବାଟ ଫିଟିଯାଇଛି । ବାପାଙ୍କ ଦେହ ଭଲ ହେଲେ ଦ୍ୱିତୀୟ ବିବାହ କରିବେ ବୋଲି ଅନୁଭବ କହିଛନ୍ତି ।

Leave A Reply

Your email address will not be published.