ଜମ୍ମୁରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ଭାରତୀୟ ସେନା

0

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ଶୁକ୍ରବାର ରାତିରେ ଜମ୍ମୁର ଆଖ୍‌ନୂର୍‌ ସେକ୍ଟର୍‌ ଅନ୍ତର୍ଗତ ଖୌର୍‌ଠାରେ ଆନ୍ତର୍ଜାତିକ ସୀମା ଦେଇ ହେଉଥିବା ଅନୁପ୍ରବେଶ ଉଦ୍ୟମ ବ୍ୟର୍ଥ କରିବା ବେଳେ ନିରାପତ୍ତା ବଳଙ୍କ ଗୁଳି ଚୋଟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିବା କଥା ସେନା ଅଧିକାରୀମାନେ କହିଛନ୍ତି।

ସେମାନେ କହିଛନ୍ତି, ବ୍ୟାପକ ଅସ୍ତ୍ରଶସ୍ତ୍ର ସହିତ ୪ଜଣ ଆତଙ୍କବାଦୀ ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବା କଥା ଗତରାତିରେ ‘ସର୍ଭିଲେନ୍‌ସ୍‌ ଡିଭାଇସ୍‌’ରୁ ଜଣାପଡ଼ିବା ପରେ ଆମେ ଅଭିଯାନ ଆରମ୍ଭ କଲୁ।

Leave A Reply

Your email address will not be published.