ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ: ସ୍ୱାଭାବିକ ହେଲା ବସ ଚଳାଚଳ

0

ଭୁବନେଶ୍ୱର(ଆମ ଟିଭି): ସ୍ଥଗିତ ହେଲା ଡ୍ରାଇଭରଙ୍କ ଆନ୍ଦୋଳନ । ଆଶ୍ୱସ୍ତି ପାଇଲେ ଲୋକେ । ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ ହେବାପରେ ସ୍ୱାଭାବିକ ହେଲା ବସ ଚଳାଚଳ । ରାଜ୍ୟର ବିଭିନ୍ନ ସ୍ଥାନରେ ବସ ଚଳାଚଳ ହେଉଥିବା ନେଇ ଆସିଲା ଚିତ୍ର ।

ଗତ ଦୁଇ ତିନି ଦିନ ହେବ ଡ୍ରାଇଭର ସଂଘର ଆନ୍ଦୋଳନୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିଲେ ଯାତ୍ରୀ । ଏବେ ବସ ଚଳାଚଳ ସ୍ୱାଭାବିକ ହେବା ପରେ ଆଶ୍ୱସ୍ତି ହୋଇଛନ୍ତି ଜନସାଧାରଣ ।

Leave A Reply

Your email address will not be published.