ପୁଣି ଶ୍ରୀମନ୍ଦିରରେ ପ୍ରବେଶ କଲେ ବିଦେଶିନୀ!

0

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ବିଦେଶିନୀ । ଶ୍ରୀମନ୍ଦିରରେ ବିଦେଶିନୀ ପ୍ରବେଶ କରିଥିବାର ଅଭିଯୋଗ ଆଣିଲେ ସେବାୟତ । ଜଣେ ବିଦେଶିନୀ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ସେବାୟତ ଅଭିଯୋଗ ଆଣିଛନ୍ତି ।

ଏହି ଘଟଣା ପରେ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନେଇ ଚର୍ଚ୍ଚା ବଢିଛି । ସେହିପରି ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।

Leave A Reply

Your email address will not be published.