ଇଡି ସବୁଠୁ ବଡ଼ ଇଡିଏଟ: ଅଧୀର ରଞ୍ଜନ ଚୌଧୁରୀ

0

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଅଧୀର ରଞ୍ଜନ ଚୌଧୁରୀ । ପଶ୍ଚିମବଙ୍ଗରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ତୃଣମୂଳ କଂଗ୍ରେସ (ଟିଏମସି) ବିରୋଧୀ ଦଳକୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଇଡି ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ଇଡିକୁ ସବୁଠୁ ବଡ଼ ଇଡିଏଟ୍ ବୋଲି କହିଛନ୍ତି।

ଇଡି ଟିମ୍ ଉପରେ ଆକ୍ରମଣ ପରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଇଡି ପକ୍ଷରୁ ଲୁକଆଉଟ ସର୍କୁଲାର ଜାରି କରିଯାଇଥିଲା। ଅଧୀର ରଞ୍ଜନ ଚୌଧୁରୀଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କହିଥିଲେ, ଇଡି କଣ କରିବ? ଇଡି ହେଉଛି ସବୁଠୁ ବଡ଼ ଇଡିଏଟ୍। ଆଶା ବଙ୍ଗଳା ସରକାର ଏନେଇ କିଛି କାର୍ୟ୍ୟନୁଷ୍ଠାନ ନେବେ।

 

Leave A Reply

Your email address will not be published.