ଫେବୃଆରୀ ମାସରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ୍

0

ନୂଆଦିଲ୍ଲୀ: ଆପଣଙ୍କର କୌଣସି ବ୍ୟାଙ୍କ୍ କାମ ଥିଲେ, ଆପଣଙ୍କ ପାଇଁ ଏହି ଖବର ବେଶ୍ ଗୁରୁତ୍ୱପୂର୍ଣ୍ଣ । ଫେବୃଆରୀ ମାସରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ୍ । ପୂଜା ପର୍ବାଣୀ ପାଇଁ ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ୍ ବନ୍ଦ ରହିବ । ୨୦୨୪ ବର୍ଷ ଆରମ୍ଭରୁ ଜାନୁଆରୀ ମାସରେ ଭିନ୍ନ ଭିନ୍ନ ଜୋନରେ ୧୬ଦିନ ବ୍ୟାଙ୍କ୍ ବନ୍ଦ ରହିଥିଲା । କିଛି ଛୁଟି ପୂରା ହୋଇସାରିଥିବା ବେଳେ ଆଉ ବାକି ଛୁଟି ୩୧ତାରିଖ ସୁଦ୍ଧା ପୂରା ହୋଇଯିବ ।

ସେହିପରି ଆସନ୍ତା ମାସ ଅର୍ଥାତ୍ ଫେବୃଆରୀ ମାସରେ ବି ଦେଶର ଭିନ୍ନ ଭିନ୍ନ ଜୋନରେ ୧୦ଦିନ ବ୍ୟାଙ୍କ୍ ବନ୍ଦ ରହିବ । ତେଣୁ ବ୍ୟାଙ୍କ ସହ ଜଡିତ କାମ ଗୁଡିକୁ ତୁରନ୍ତ ସାରିନିଅନ୍ତୁ । ନଚେତ୍ ବ୍ୟାଙ୍କ ଛୁଟି କାରଣରୁ ଆପଣଙ୍କୁ ହଇରାଣ ହେବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ତାରିଖରେ କେଉଁ କେଉଁ କାରଣ ପାଇଁ ବ୍ୟାଙ୍କ୍ ଛୁଟି ରହିବ ।

Leave A Reply

Your email address will not be published.