ବିଗ୍ ବସ୍ ୧୭ ର ବିଜେତା ହେଲେ ମୁନାୱର ଫାରୁକି

0

ନୂଆଦିଲ୍ଲୀ (ଆମ ଟିଭି ):  ବିଗ୍ ବସ୍ ୧୭’କୁ ଶେଷରେ ଏହାର ବିଜେତା ମିଳିଛି । ମୁନାୱର ଫାରୁକି ୧୭ତମ ସିଜନର ବିଜେତା ଟ୍ରଫି ଜିତିଛନ୍ତି । ମୁନାୱର ଫାରୁକିଙ୍କୁ ସଲମାନ ଖାନ୍ ବିଜେତା ଘୋଷଣା କରିବା ସହ ବିଜେତାଙ୍କ ଗ୍ରାଣ୍ଡ ଟ୍ରଫି ପ୍ରଦାନ କରିଥିଲେ ।

ସେହିପରି ଅଭିଷେକ କୁମାରଙ୍କ ବିଜେତା ହେବାର ସ୍ୱପ୍ନ ଭାଙ୍ଗି ଯାଇଛି ଏବଂ ସେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । ବିଗ୍ ବସ୍ ୧୭ର ବିଜେତାଙ୍କୁ ଗ୍ରାଣ୍ଡ ଟ୍ରଫି ସହ ମୁନାୱର ଫାରୁକିଙ୍କୁ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ହୁଣ୍ଡାଇର ଏକ କାର୍ ପ୍ରଦାନ କରାଯାଇଛି ।

 

 

Leave A Reply

Your email address will not be published.