ବିଜେପି ଓ ବିଜେଡି ଏକାଠି ଥିବା ରାଜ୍ୟବାସୀ ଜାଣି ସାରିଛନ୍ତି: କଂଗ୍ରେସ

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଉଭୟ ଦଳକୁ ଟାର୍ଗେଟ କରିଛି କଂଗ୍ରେସ । ବିଜେପି ଓ ବିଜେଡି ଏକାଠି ଥିବା ରାଜ୍ୟବାସୀ ଜାଣି ସାରିଥିବା କହିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

ଉଭୟ ସରକାର ମହିଳା ବିରୋଧୀ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ଉଭୟ ଦଳର ମିଛ ପ୍ରତିଶ୍ରୁତିକୁ ଲୋକେ ବିଶ୍ୱାସ କରିବେନି ବୋଲି କହିଛନ୍ତି ବିଜୟ ।

Leave A Reply

Your email address will not be published.