ପୁରୀରୁ ଆରମ୍ଭ ହେଲା ବିଜେଡିର ଟିକେଟ୍ କସରତ

0

ପୁରୀ (ଆମ ଟିଭି): ପୁରୀରୁ ଆରମ୍ଭ ହେଲା ବିଜେଡିର ଟିକେଟ୍ କସରତ । ନବୀନ ନିବାସରେ ପହଂଚିଛନ୍ତି ପୁରୀ ସଂସଦୀୟ କ୍ଷେତ୍ରର ନେତା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସୁଛି ।

ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ମହାରଥୀ ନବୀନ ନିବାସରେ ପହଂଚିଛନ୍ତି । ସଂଜୟ ଦାସବର୍ମା ଓ ଶୁଭାଶିଷ ଖୁଣ୍ଟିିଆ ମଧ୍ୟ ନବୀନ ନିବାସ ଯାଇଛନ୍ତି ।

Leave A Reply

Your email address will not be published.