ବିହାର ହେଲା ଆସାମ ବୁଝାମଣା, ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

0

ପାଟଣା,: ବିହାରରେ ଭାଜପା ବଡ଼ଭାଇ ଭାବେ ନିର୍ବାଚନ ଲଢିବ। ସୋମବାର ଏନ୍‌ଡିଏ ମଧ୍ୟରେ ଆସନ ବୁଝାମଣା ହୋଇଯାଇଛି। ଚୁକ୍ତିନାମା ଅନୁଯାୟୀ ବିହାରର ୪୦ଟି ଲୋକ ସଭା ଆସନ ମଧ୍ୟରୁ ଭାଜପା ୧୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ।

ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ) ୧୬ଟି ଆସନରେ ନିର୍ବାଚନ ଲଢିବ। ଏପରିକି ଚିରାଗ ପାଶୱାନଙ୍କ ଏଲ୍‌ଜେପି (ଆର) ୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଚୂଡ଼ାନ୍ତ ହୋଇଛି। ଜିତନ ରାମ ମାଞ୍ଝିଙ୍କ ଦଳ ଗୋଟିଏ ଆସନରେ ନିର୍ବାଚନ ଲଢିବ। ଉପେନ୍ଦ୍ର କୁଶୱାଙ୍କ ପାର୍ଟି ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାଙ୍କୁ ଗୋଟିଏ ଆସନ ଦିଆଯାଇଛି।

Leave A Reply

Your email address will not be published.