ଗୁରୁବାର ରାଜସ୍ଥାନରେ ଭାଜପାକୁ ବଡ ଝଟକା ଲାଗିଛି

0

ନୂଆଦିଲ୍ଲୀ (ଆମ ଟିଭି): ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଗୁରୁବାର ରାଜସ୍ଥାନରେ ଭାଜପାକୁ ବଡ ଝଟକା ଲାଗିଛି। ପୂର୍ବତନ ଭାଜପା ବିଧାୟକ ତଥା ଭେଟେରାନ ଗୁର୍ଜର ନେତା ପ୍ରହ୍ଲାଦ ଗୁଞ୍ଜଲ କଂଗ୍ରେସରେ ଯୋଗ ଦେଇଥିଲେ।

ରାଷ୍ଟ୍ରୀୟ ସ୍ବୟଂ ସେବାକ ସଂଗଠନର ପୃଷ୍ଠଭୂମିରୁ ଆସିଥିବା ଗୁଞ୍ଜଲଙ୍କର ରାଜସ୍ଥାନର ୩ରୁ ୪ଟି ଜିଲାର ଗୁର୍ଜର ସମ୍ପ୍ରଦାୟରେ ବହୁତ ପ୍ରଭାବ ରହିଛି।

Leave A Reply

Your email address will not be published.