କ୍ୟାପିଟାଲ ହସ୍ପିଟାଲ ବାହାରେ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ

0

ଭୁବନେଶ୍ୱର (ଆମ ଟିଭି):  କ୍ୟାପିଟାଲ ହସ୍ପିଟାଲ ବାହାରେ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ । ଦରମା ନମିଳିବାରୁ ଧାରଣାରେ ବସିଛନ୍ତି ହାଉସକିପିଂ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ । ଗତକାଲି ଠାରୁ ମେଡ଼ିକାଲ ସଫେଇ କାମ ବନ୍ଦ ରଖିଛନ୍ତି ସଫେଇ କର୍ମଚାରୀ ।

ଏହା ସହ ଗତକାଲି କ୍ୟାପିଟାଲ ହସ୍ପିଟାଲ ବାହାରେ ଜଣେ ରୋଗୀଙ୍କ ସମ୍ପର୍କୀୟ ସିକ୍ୟୁରିଟି ଗାର୍ଡ଼ଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.