କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁଙ୍କ ବିମାନ ଯାଞ୍ଚ: ବିଚ୍-କ୍ରାପ୍ଟ ୨୦୦ ବିମାନକୁ ତନ୍ନ ତନ୍ନ କରି ଯାଞ୍ଚ କଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ

0

ଭୁବନେଶ୍ୱର (ଆମ ଟିଭି):  କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଂଚ । ବିଚ୍ କ୍ରାଫ୍ଟ ୨୦୦କୁ ତନ୍ନ ତନ୍ନ କରି ଯାଂଚ କିଛି ଫ୍ଲାଇଂ ସ୍କ୍ୱାର୍ଡ । ଆଜି ଏକ ସ୍ୱତନ୍ତ୍ର ବିମାନରେ ମାଲକାନଗିରିରେ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

ବିଶ୍ୱେଶ୍ୱର ଟୁଡୁ ମାଲ୍କାନଗିରିରେ ପହଂଚିବା ପରେ ତାଙ୍କ ବିମାନ ଯାଂଚ କରିଥିଲେ ଫ୍ଲାଇଂ ସ୍କ୍ୱାର୍ଡ । ବିମାନକୁ ତନ୍ନ ତନ୍ନ କରି ଯାଂଚ କରିଥିଲେ । ମାଲକାନଗିରି ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ମିଶ୍ରଣ ପର୍ବ ସହ ରୋଡ୍ ସୋ’ରେ ସେ ସାମିଲ ହେବେ ।

Leave A Reply

Your email address will not be published.