କାଲିଠୁ କମିବ ତାତି, ୩ରୁ ୫ ଡିଗ୍ରୀ କମିପାରେ ତାପମାତ୍ରା

0

ଭୁବନେଶ୍ୱର (ଆମ ଟିଭି): ୪୪ ଡିଗ୍ରୀ ସହ ବୌଦ୍ଧ ଓ ନୂଆପଡ଼ା ଗତକାଲି ରାଜ୍ୟର ଉତପ୍ତ ସହର ପାଲଟିଥିଲା । ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୦ ଡିଗ୍ରୀ ତଳେ ରହିଥିଲା କଟକ ଓ ଭୁବନେଶ୍ୱରର ତାପମାତ୍ରା ।

ଦୁଇଟି ପର୍ଯ୍ୟାୟରେ ୨୦ ଦିନର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆସିଛି ଆଶ୍ୱସ୍ତିର ଖବର । କାଲିଠୁ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.