୧୫ ମିନିଟ୍ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

0

ପୁରୀ (ଆମ ଟିଭି):  ଅନ୍ଧାରରେ ରହିଲା ଶ୍ରୀମନ୍ଦିର । ବିଦ୍ୟୁତ ପଳାଇବା ପରେ ପାଓ୍ବାର ବ୍ୟାକଅପ୍ ବ୍ୟବସ୍ଥା ଫେଲ୍ ମାରିବାରୁ ପ୍ରାୟ ୧୫ରୁ ୨୦ ମିନିଟ୍ ଅନ୍ଧାରରେ ରହିଲା ଶ୍ରୀମନ୍ଦିର ।

ପାଓ୍ବାର ଟ୍ରିପ୍ ଯୋଗୁଁ ଏଭଳି ସମସ୍ୟା ହୋଇଥିବା ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି । ପ୍ରାୟ ୨୦ ମିନିଟ୍ ଅନ୍ଧାରରେ ଶ୍ରଦ୍ଧାଳୁ ମନ୍ଦିର ମଧ୍ୟରେ ଯାତାୟତ କରିଥିଲେ । ତେବେ ମିନି ଇନଭର୍ଟରରେ କିଛି ଅଞ୍ଚଳ ଆଲୋକିତ ରହିଥିଲା।

Leave A Reply

Your email address will not be published.