ଲାଇନରେ ଛିଡ଼ା ହୋଇ ଭୋଟ ଦେଲେ ଅପରାଜିତା

0

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ବହୁ ହେଭିଓ୍ବେଟ୍‌ ନେତା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଲମ୍ବା ଲାଇନ୍‌ରେ ଆସି ଭୋଟ ଦେଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଏମ୍‌ପି ପ୍ରାର୍ଥୀ ତଥା ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଅନ୍ୟପଟେ, ପୁରୀ ଏମ୍‌ପି ପାର୍ଥୀ ସମ୍ବିତ ପାତ୍ର ଦେଢ଼ ଘଣ୍ଟା ଲାଇନ୍‌ରେ ଠିଆ ହୋଇ ଭୋଟ ଦେଇଛନ୍ତି।

Leave A Reply

Your email address will not be published.