କୋରାପୁଟରେ ବସ୍ ଚଳାଚଳ ବନ୍ଦ; ଘରୋଇ ବସ୍ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ବିବାବଦ ଯୋଗୁଁ ଯାତ୍ରୀ ହଟହଟା

0

ଭୁବନେଶ୍ୱର(ଆମ ଟିଭି); କୋରାପୁଟ ବସଷ୍ଟାଣ୍ଡରେ ସମସ୍ତ ରୁଟରେ ବସ ଚଳାଚଳ ବନ୍ଦ । ଘରୋଇ ବସ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ଦେଖାଦେଇଛି ବିବାଦ ।

କୋରାପୁଟରୁ ଘରୋଇ ବସ୍ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି । ସେପଟେ ବିବାଦ ସମାଧାନ ନହେବା ଯାଏ କର୍ମଚାରୀ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି କର୍ମଚାରୀ ।

Leave A Reply

Your email address will not be published.