ଆରମ୍ଭ ହେଲା ଶ୍ରୀଜିଉଙ୍କ ବାହୁଡା ଯାତ୍ରା: ପ୍ରଥମେ ବଡଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ

0

ଭୁବନେଶ୍ଵର (ଆମ ଟିଭି): ଆରମ୍ଭ ହେଲା ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ପ୍ରଥମେ ବଡଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ । ବଳଭଦ୍ରଙ୍କ ରଥ ତାଳଧ୍ୱଜକୁ ଟାଣିନେଉଛନ୍ତି ଭକ୍ତ ।

ଶ୍ରୀମନ୍ଦିର ଅଭିମୁଖେ ରଥ ଟାଣିନେଉଛନ୍ତି ଶ୍ରଦ୍ଧାଳୁ । ଜୟ ଜଗନ୍ନାଥ, ଘଣ୍ଟା, ଶଙ୍ଖ ନାଦରେ ମୁଖରିତ ହେଉଛି ଶ୍ରୀକ୍ଷେତ୍ର । ପ୍ରଭୁ ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଓ ଶେଷ ମହାପ୍ରଭୁଙ୍କ ରଥ ଟଣା ହେବ ।

Leave A Reply

Your email address will not be published.