ମାଉସୀ ମା’ ଘରେ ପୋଡ଼ ପିଠା ଖାଇଲେ ବଡ଼ ଠାକୁର

0

ପୁରୀ(ଆମ ଟିଭି): ମାଉସୀ ମା’ ମନ୍ଦିର ପାଖରେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥ ପହଞ୍ଚିଛି। ପରେ ସେଠାରେ ବଡ ଠାକୁରଙ୍କୁ ପୋଡ ପିଠା ଲାଗି କରାଯାଇଛି। ବଡ଼ ଠାକୁରଙ୍କ ପଛରେ ଆସୁଛି କାଳିଆସାଆନ୍ତଙ୍କ ନନ୍ଦିଘୋଷ ।

ବଳଭଦ୍ରଙ୍କ ପରେ, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥ ମାଉସୀମା ମନ୍ଦିରରେ ପହଞ୍ଚି ପୋଡ ପିଠା ଖାଇବେ ।ଆଜି ବାହୁଡା ଯାତ୍ରା ଜନ୍ମବେଦୀରୁ ଶ୍ରୀମନ୍ଦିର ଫେରିବେ ୩ ଠାକୁର।

Leave A Reply

Your email address will not be published.