ନୂଆଦିଲ୍ଲୀ (ଆମ ଟିଭି ): ନୂଆ ସରକାର , ନୂଆ ଦାବି । ଦିଲ୍ଲୀରେ ବସିଥିବା ନୀତି ଆୟୋଗ ବୈଠକରେ ମୁଖମନ୍ତ୍ରୀ ମୋହନ ମାଝି ରାଜ୍ୟର ବିକାଶ ପାଇଁ କେନ୍ଦ୍ର ନିକଟରେ ଅନେକ ଦାବି ରଖିଛନ୍ତି ।
– ଧାମରା ଓ ଗୋପାଳପୁରରେ ବନ୍ଦରଭିତ୍ତିକ ଶିଳ୍ପାଂଚଳ ପାଇଁ ଦାବି
-ଗଂଜାମ ଜିଲ୍ଲାରେ କେନ୍ଦ୍ରର ୪୩୦୦ ଏକର ଜମି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଉ
-ଶିଳ୍ପ ପାର୍କ ଓ କରିଡର, ବିଦ୍ୟୁତ ଗ୍ରୀଡ ଓ ରେଳବାଇ ଭିତ୍ତିଭୂମି ପାଇଁ ପାଣ୍ଠି ଯୋଗାଣ
-ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପକୁ ତୁରନ୍ତ କେନ୍ଦ୍ରୀୟ ମଞ୍ଜୁରୀ ଦିଆଯାଉ
-ପ୍ରାକୃତିକ ଦୁର୍ବିପାକ ବିରୋଧୀ ଭିତ୍ତିଭୂମି ଗଠନରେ କେନ୍ଦ୍ରୀୟ ସହାୟତା ବି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।