ସୁଭଦ୍ରା ଯୋଜନାକୁ ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସୁଭଦ୍ରା ଯୋଜନାର ନିୟମାବଳୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କ୍ୟାବିନେଟ୍ ଅନୁମୋଦନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
21 ବର୍ଷରୁ ଅଧିକ, 60 ବର୍ଷରୁ କମ୍ ମହିଳା ପାଇବେ ଟଙ୍କା ।
DBT ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା ।
ଏକ କୋଟିରୁ ଅଧିକ ମହିଳା ଏହାଦ୍ବାରା ଲାଭବାନ ହେବେ ।