କଂଗ୍ରେସରେ ଯୋଗ ଦେଲେ AAP ବିଧାୟକ ରାଜେନ୍ଦ୍ର ପାଲ ଗୌତମ

0

ନୂଆଦିଲ୍ଲୀ (ଆମ ଟିଭି): ହରିୟାଣାରେ ମେଣ୍ଟ ଆଲୋଚନା ମଧ୍ୟରେ ଦିଲ୍ଲୀର ଆମ୍ ଆଦମୀ ପାର୍ଟିକୁ କଂଗ୍ରେସ ଝଟକା କରିଛି। AAP ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗଗୌତମ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି।

ଏହି ଅବସରରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ, ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ ଏବଂ କଂଗ୍ରେସ ନେତା ପୱନ ଖେଡା ଉପସ୍ଥିତ ଥିଲେ। ଭେନୁଗୋପାଲ କହିଛନ୍ତି ଯେ, ଦେଶର ରାଜନୀତିର ଗୁରୁତ୍ୱପୂର୍ଣ୍ଣ ଚେହେରା ଆମ୍ବେଦକରବାଦୀ ନେତା ରାଜେନ୍ଦ୍ର ପାଲ ଗୌତମ କଂଗ୍ରେସରେ ଯୋଗଦେବା ଏକ ଗର୍ବର ମୁହୂର୍ତ୍ତ।

ଅନ୍ୟପକ୍ଷେ ରାଜେନ୍ଦ୍ର ପାଲ ଗୌତମ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଘୃଣା ବଜାରରେ ପ୍ରେମ ବିକ୍ରୟ କରିବାର ସ୍ଲୋଗାନ ହୃଦୟକୁ ସ୍ପର୍ଶ କରିଛି। ସାମାଜିକ ନ୍ୟାୟ ପାଇଁ ସଂଗ୍ରାମକୁ ଆଗେଇ ନେବା ପାଇଁ ମୁଁ କଂଗ୍ରେସରେ ଯୋଗ ଦେଉ

Leave A Reply

Your email address will not be published.