ବିଜେପିକୁ ଲାଗିବ ବଡ ଝଟକା!: କଂଗ୍ରେସରେ ଯୋଗଦେବେ ଏହି ପ୍ରସିଦ୍ଧ ଗାୟକ

0

ନୂଆଦିଲ୍ଲୀ (ଆମ ଟିଭି): ହରିୟାଣା ବିଧାନସଭା ନିର୍ବାଚନ ସମୟରେ ବିଜେପିକୁ ଆଉ ଏକ ଝଟକା ଲାଗିପାରେ। ପ୍ରସିଦ୍ଧ ଗାୟକ କହ୍ନେୟା ମିତ୍ତଲ କଂଗ୍ରେସରେ ଯୋଗ ଦେଇପାରନ୍ତି।

ଟିକେଟ୍ ନ ପାଇ କହ୍ନେୟା ମିତ୍ତଲ ନାରାଜ ଅଛନ୍ତି। ୟୁପି ନିର୍ବାଚନ ସମୟରେ କହ୍ନେୟା ମିତ୍ତଲଙ୍କ ଗୀତ ଲୋକପ୍ରିୟ ହୋଇଥିଲା। ସେ ‘ଜୋ ରାମ କୋ ଲାଏ ହେଁ, ହମ୍ ଉନକୋ ଲାଏଙ୍ଗେ’ ଗୀତ ଗାଇଥିଲେ।

Leave A Reply

Your email address will not be published.