ଇଂଜିନିୟର୍ସ ଦିବସରେ ଗୀତମ୍ ବୈଷୟିକ କଲେଜ ପୁରସ୍କୃତ 

0

ଭୁବନେଶ୍ବର (ଆମ ଟିଭି); ଗତକାଲି ଏଭର୍ ଗ୍ରୀନ ଫୋରମ୍ ଦ୍ଵାରା ଇଂଜିନିୟର୍ସ ଦିବସ ଭୁବନେଶ୍ବରର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଭୁବନେଶ୍ୱର ଗଙ୍ଗପଡ଼ା ସ୍ଥିତ ଗୀତମ ଯାନ୍ତ୍ରିକ ଓ ବୈଷୟିକ କଲେଜକୁ ୨୦୨୩-୨୪ ବର୍ଷର ମୋଷ୍ଟ ପ୍ରଫେସନାଲ କଲେଜ ଭାବେ ପୁରସ୍କୃତ କରାଯାଇଛି।

ଶିକ୍ଷାନୁଷ୍ଠାନର ସେକ୍ରେଟାରୀ ସୁବାଶିଷ କୁମାର ପାତ୍ରଙ୍କୁ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବିଜୁ ପଟ୍ଟନାୟକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅମିୟ କୁମାର ରଥ ମାନପତ୍ର ପ୍ରଦାନ କରିଛନ୍ତି।

Leave A Reply

Your email address will not be published.