ରାଜନୀତି ପାଇଁ ଖୋଲା ହୃଦୟ ଦରକାର୍

0

ରାଜଭବନ ଝାଡ଼ଖଣ୍ଡ ଓ୍ବାର୍‌ରୁମ୍‌ ସାଜିଥିବା ବିରୋଧୀଙ୍କ ଅଭିଯୋଗ ପ୍ରସଙ୍ଗ ନେଇ ଶୁକ୍ରବାର ପୁଣି ଏକ ବଡ଼ ବୟାନ ଦେଇଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜନୀତି ପାଇଁ ଖୋଲା ହୃଦୟ ଲୋଡ଼ା, ସଂକୀର୍ଣ୍ଣତାରୁ ଊଦ୍ଧର୍‌ବକୁ ଯାଇ ରାଜନୀତି ହେଉ। ରାଜନୀତି ପାଇଁ ଯଥେଷ୍ଟ ମଇଦାନ ଅଛି, ରାଜଭବନକୁ ଟଣା ନ ଯାଉ ବୋଲି ସେ କହିଛନ୍ତି।

Leave A Reply

Your email address will not be published.