ଦିନ ୧୨ଟା ପରେ ଗଡ଼ିବ ଟ୍ରେନ୍‌, ବାତିଲ ଟ୍ରେନ୍‌ ଛଡ଼ା…

0

ଭୁବନେଶ୍ୱର (ଆମ ଟିଭି): ବାତିଲ ଟ୍ରେନ୍‌ ଛଡ଼ା ଅନ୍ୟ ଟ୍ରେନ୍‌ ସମୟ ଅନୁସାରେ ଗଡ଼ିବ ବୋଲି ପୂର୍ବତଟ ରେଲଓ୍ବେ ପକ୍ଷରୁ ଶୁକ୍ରବାର ସୂଚନା ଜାରି ହୋଇଛି। ବିଶାଖାପାଟଣା ପଟୁ ଡାଉନ ଟ୍ରେନ୍‌ ଭୁବନେଶ୍ବର, ହାଓ୍ବଡ଼ାକୁ ଗଡ଼ିଛି।

ସେହିପରି ଖଡ଼ଗପୁର ପଟୁ ବିଶାଖାପାଟଣା ଅପ୍‌ ଟ୍ରେନ ୨ଟାରେ ଭଦ୍ରକ ପହଞ୍ଚିବ। ହାଓ୍ବଡା-ବେଙ୍ଗାଲୁରୁ ଦୂରନ୍ତ ଏକ୍ସପ୍ରେସ୍‌ ୧୨ଟା ୪୫ରେ ଭୁବନେଶ୍ବର ଓ ପୁରୀରୁ ଗଡ଼ିବ।

Leave A Reply

Your email address will not be published.