ସିଙ୍ଗାପୁର ଗସ୍ତ ସାରି ଓଡିଶା ଫେରିଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ।  ସିଙ୍ଗାପୁର ଗସ୍ତ ସାରି ଓଡ଼ିଶା ଫେରିଛନ୍ତି ମୋହନ ମାଝୀ । ୪ ଦିନିଆ ଗସ୍ତରେ ଉତ୍କସ ଓଡ଼ିଶାରେ ରୋଡ ସୋ ସହ ସେଠାକାର ଅନେକ ନିବେଶକଙ୍କ ସହ ଆଲୋଚନା କରିଛନ୍ତି। ଏହା ସହ ଉତ୍କର୍ଷ ଓଡ଼ିଶା ପାଇଁ ନିବେଶକଙ୍କ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଏହା ପରେ ଦିଲ୍ଲୀରେ ହେଉଥିବା ଓଡ଼ିଶା ପର୍ବରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.