‘ଏକ୍ସରେ ନାହିଁ ମୋ ଆକାଉଣ୍ଟ’ ; ଫେକ୍‌ ଆକାଉଣ୍ଟ କରାଯାଇଛି, କହିଲେ ପାଣ୍ଡିଆନ୍‌

0

ଭୁବନେଶ୍ୱର (ଆମ ଟିଭି): ସୋସିଆଲ ମିଡିଆ ଏକ୍ସରେ ନାହିଁ ଭି.କେ ପାଣ୍ଡିଆନ୍‌ଙ୍କ ଆକାଉଣ୍ଟ । ଇନଷ୍ଟାଗ୍ରାମରେ ଏହା ନିଜେ ଶୁକ୍ରବାର ସ୍ପଷ୍ଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌ । ସେ କହିଛନ୍ତି, ଏକ୍ସରେ ତାଙ୍କ ନାଁରେ ଫେକ୍‌ ଆକାଉଣ୍ଟ କରାଯାଇଛି ।

ତାଙ୍କ ଫଟୋକୁ ବ୍ୟବହାର କରି ଖୋଲା ଯାଇଛି ଫେକ୍‌ ଆକାଉଣ୍ଟ । ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଫେକ୍‌ ଆକାଉଣ୍ଟର ବ୍ୟବହାର ହେଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.