ମୋ ବସ୍‌ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ

0

ପୁଣି ମୋ ବସ୍‌ ଧକ୍କାରେ ନାବଳିକାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନନ୍ଦନକାନନ ଥାନା ରଘୁନାଥପୁରରେ ଏହି ଦୁର୍ଘଟଣା ଘଟିଛି। ୩ଟି ମୋ ବସ୍‌କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ରାସ୍ତାରେ ବାଉଁଶ ପକାଇ ନନ୍ଦନକାନନ ପଟିଆ ରାସ୍ତା ଅବରୋଧ କରିଛନ୍ତି। ମୃତ ନାବାଳିକାଙ୍କ ବୟସ ୧୨ ବର୍ଷ ବୋଲି ଜଣାପଡିଛି

Leave A Reply

Your email address will not be published.