NationalSports ଭାରତର ଦମଦାର ବିଜୟ, ୬ ଓ୍ବିକେଟରେ ହାରିଲା ପାକିସ୍ତାନ By Ama Tv On Feb 23, 2025 0 Share ଦୁବାଇ (ଆମ ଟିଭି): ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ପାକିସ୍ତାନର ସ୍ବପ୍ନ ଧୁଳିସାତ୍ ହୋଇଛି । ଭାରତ ବିରୁଦ୍ଧରେ ପାକିସ୍ତାନକୁ ହାର୍ ସ୍ବୀକାର କରିବାକୁ ପଡିଛି । ଟିମ୍ ଇଣ୍ଡିଆ ପାକିସ୍ତାନକୁ ୬ ଓ୍ବିକେଟରେ ହରାଇଛି । 0 Share FacebookTwitterWhatsApp