ଏଏପି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବଢିଲା ସମସ୍ୟା, FIR ପଞ୍ଜୀକୃତ କଲା ଦିଲ୍ଲୀ ପୋଲିସ

0

ନୂଆଦିଲ୍ଲୀ (ଆମ ଟିଭି): ପବ୍ଲିକ୍ ପ୍ରପର୍ଟି ଆକ୍ଟ ଉଲ୍ଲଂଘନ ଅଭିଯୋଗରେ ଦିଲ୍ଲୀ ପୋଲିସ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିଛି। ଦିଲ୍ଲୀ ପୋଲିସ ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ଅନୁପାଳନ ରିପୋର୍ଟ ଦାଖଲ କରି ଏକ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିବା ସୂଚନା ଦେଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୮ ତାରିଖରେ ହେବ।

୨୦୧୯ ରେ ଦ୍ୱାରକାଠାରେ ଏକ ବିରାଟ ହୋର୍ଡିଂ ଲଗାଯାଇ ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ଦାବି କରାଯାଇଥିଲା।

Leave A Reply

Your email address will not be published.