ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ-୨୦୨୪, ଏକ ନମ୍ବର ରାଙ୍କରେ ଅଛନ୍ତି ଶକ୍ତି ଦୁବେ

0

ନୂଆଦିଲ୍ଲୀ (ଆମ ଟିଭି): ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ-୨୦୨୪ । ଆଇଏଏସ, ଆଇଏଫଏସ, ଆଇପିଏସ ଓ ସେଣ୍ଟ୍ରାଲ ସର୍ଭିଲ ଗ୍ରୁପ-A ଓ ଗ୍ରପ B ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୧୧୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ଏକ ନମ୍ବର ରାଙ୍କରେ ଅଛନ୍ତି ଶକ୍ତି ଦୁବେ, ଦ୍ବିତୀୟ ସ୍ଥାନରେ ହର୍ଷିତା ଗୋଏଲ ଓ ତୃତୀୟରେ ଅଛନ୍ତି ଡୋଙ୍ଗ୍ରେ ଅର୍ଚ୍ଚିତ ପରାଗ । ଆଇଏଏସ ପାଇଁ ୧୮୦, ଆଇଏଫଏସ-୫୫, ଆଇପିଏସପାଇଁ ୧୪୭ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

Leave A Reply

Your email address will not be published.