ଭୁବନେଶ୍ବର ମହାନଗର ନିଗମ ଅଫିସରେ ଗଣ୍ଡଗୋଳ ; ଧାରଣାରେ ବସିଲେ କର୍ମଚାରୀ

0

ଭୁବନେଶ୍ବର ମହାନଗର ନିଗମ ଅଫିସରେ ଗଣ୍ଡଗୋଳ । ଅଫିସ୍ ଭିତରେ ପଶି କମିସନରଙ୍କୁ ମାଡ଼ ମାରିଥିବା ଅଭିଯୋଗ । ଆଜି ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କିଛି ଯୁବକ ଅଫିସ୍ ଭିତରେ ପଶି ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ କାମ ବନ୍ଦ କରି ଧାରଣାରେ ବସିଛନ୍ତି ବିଏମ୍‌ସି କର୍ମଚାରୀ ।

Leave A Reply

Your email address will not be published.