ବିଏମ୍‌ସି କମିଶନର ହେଲେ ଚଞ୍ଚଲ ରାଣା

0

ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ । ମଙ୍ଗଳବାର ରାତି ପ୍ରାୟ 10ଟା ବେଳକୁ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଯେଉଁଥିରେ ମୋଟ 49 ଜଣ ଅଧିକାରୀଙ୍କ ବଦଳି ହେବା ସହିତ କିଛି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବଦଳିଛନ୍ତି । ମିଳିଥିବା ସୂଚନା ମୁତାବକ, ଚଞ୍ଚଳ ରାଣା ହୋଇଛନ୍ତି ବିଏମସିର ନୂଆ କମିସନର । ସେହିପରି ଦିବ୍ୟଜ୍ୟୋତିଙ୍କୁ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି ।

 

 

Leave A Reply

Your email address will not be published.