ନୂଆପଡା ଉପ ନିର୍ବାଚନ: ପ୍ରାରମ୍ଭିକ ଗଣତିରେ ବିଜେପି ଆଗୁଆ, ଜାଣନ୍ତୁ ଅନ୍ୟ ଦଳର ସ୍ଥିତି…

0

ଭୁବନେଶ୍ୱର (ଆମ ଟିଭି): ଓଡିଶାର ଏକମାତ୍ର ନିର୍ବାଚନ ମଣ୍ଡଳୀ ନୂଆପଡା ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣତିରେ ଶାସକ ଦଳ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗରେ ଅଛନ୍ତି।

ନିର୍ବାଚନ କମିଶନ ଅନୁଯାୟୀ, ଜୟ ଢୋଲକିଆ ଏପର୍ଯ୍ୟନ୍ତ ୪୯୦୪ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ୧୩୫୭ ଟି ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସି ରାମ ମାଝୀଙ୍କୁ ଏପର୍ଯ୍ୟନ୍ତ ୧୩୦୮ ଭୋଟ ମିଳିଛି। ଏହିପରି ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀ ୩୫୪୭ ଭୋଟରେ ଆଗରେ ଅଛନ୍ତି।

Leave A Reply

Your email address will not be published.